ହଜି ଯାଉଥିବା ଲୋକକଳା, ସଂସ୍କୃତି, ଗ୍ରାମ୍ୟ ସଂସ୍କୃତି ସବୁର ପୁନଃଉଦ୍ଧାର ପାଇଁ କିଛି ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ଉଦ୍ୟମ ଏବେ ବହୁ ମାତ୍ରାରେ ଆରମ୍ଭ ହେଉଅଛି ।ତନ୍ମଧ୍ୟରୁ ଯାହା ବିଶ୍ୱବାପି ଆଦୃତ ହେବାକୁ ଲାଗିଛି ତାହେଲା ଯୋଗ ଓ ଧ୍ୟାନ। ପୃଥିବୀର ଅଧିକାଂଶ ସ୍ଥାନମାନଙ୍କରେ ଯୋଗ ଓ ଧ୍ୟାନ ଶିବିର ଖୋଲାଯାଇ ସାମୟିକ ଓ ସୀମିତ ସମୟ ଭିତରେ ସଭିଙ୍କୁ ଏ ବିଷୟରେ ଅବଗତ କରାଯାଉଛି। ଯାହା ଦେଖାଯାଉଛି ଅଧିକାଂଶ ଲୋକମାନଙ୍କର ଏଥିପ୍ରତି ଅହେତୁକ ଉସ୍ଛାହ ବଢିବାକୁ … Continue reading “ଅମରୀ ଫୁଲ”
