ପିମ୍ପୁଡିର ବାହାଘର

ଦିନେ ବିଲୁଆନନା ପିମ୍ପୁଡିର ଘରକୁ ହାତୀର ବାହାଘର ପ୍ରସ୍ତାବ ନେଇ ଆସିଲା । ପିମ୍ପୁଡି ପ୍ରସ୍ତାବରେ ରାଜିହେଲା । ତେଣୁ ସେମାନେ ବାହାଘର କରିବା ପାଇଁ ଦିନ ସ୍ଥିରକଲେ । ବାହାଘର ଦିନ ଆସିଲା, ବରକନ୍ୟା ବେଦୀକୁ ଆସିଲେ, ଆଉ କୁକୁର ହୁଳହୁଳି ପକାଇଲା । ମୂଷା-ବ୍ରାହ୍ମଣ ମନ୍ତ୍ରପାଠ କରି ସେମାନଙ୍କର ବାହାଘର କରାଇଲେ । ତା’ପରେ ଭୋଜି ହେଲା । ଭୋଜିରେ ଭାତ, ଡାଲି, ଖଟା, ତରକାରୀ, ଖିରୀ ଇତ୍ୟାଦି ପ୍ରସ୍ତୁତ କରାଗଲା । ନିମନ୍ତ୍ରିତ … Continue reading “ପିମ୍ପୁଡିର ବାହାଘର”