ବିରହ ୠତୁ

ବସନ୍ତରେ ଥିଲା ଫଗୁଣର ରଙ୍ଗ ଚୋରା ଚଇତିର ମୋହ ବଇଶାଖ ତାତି ଜ୍ୟେଷ୍ଠର ଭିତି ଗ୍ରୀଷମର କିଛି କୋହ । ଝରିଲା ବରଷା ଆଷାଢ଼ ଶ୍ରାବଣ ଏଇ ଦୁଇ ଆକ୍ଷି ଦେଇ ଭୋଦୁଅର ଭାବ ଅଶୀଣର ଆଶା ଶରତରେ ଗଲା ଧୋଇ । ହେମନ୍ତ କୁହୁଡି ଧର୍ମ ମାର୍ଗଶୀର ସବୁ ହେଲା ଫିକା ଫିକା ପୁଷ ମାଘ ସବୁ ସୁଖ କାଢି ନେଲା ବଞ୍ଚି ପାରୁନି ମୁଁ ଏକା । ରତି ରାତି ରସ ସପନ ସାଜିଲା … Continue reading “ବିରହ ୠତୁ”