ନିବୁଜ କୋଠରୀର ନୀରବତା ରେ ଖୋଜୁଥିଲି ତୁମକୁ ହୃଦୟ ଭିତରେ ବୁକୁ ରେ ତୁମ ମଥା ରଖି ଶୋଇବାର ଅଦମ୍ୟ ଇଚ୍ଛାକୁ ମନରେ ରଖିଥିଲି ସାଇତି କେତେ ଦିନ କେତେ ରାତି ବାହୁ ବନ୍ଧନରେ ତୁମ ପାଇ ଥିଲି ଆତ୍ମ ସନ୍ତୋଷ ସେ ଲାଗି ଜୀବନରେ କରିବିନି କେବେ ଅବଶୋଷ ପାଇ ନ ପାଇବାର ଭାବନାକୁ ନ ପାଇ ବି ପାଇ ଗଲି ସେ ସୁଖରେ ଜନ୍ମ ଜନ୍ମର ଦୁଃଖ କୁ ତ ଭୁଲିଗଲି .. ଯେବେ … Continue reading “ନୀରବତାର କଥା”
ବେଳେ ବେଳେ ବହୁତ ଖୁସି ଥିଲେ ସନ୍ଧ୍ୟାରେ ମୋ ମନର ଅଗଣାକୁ ଓହ୍ଲାଇ ଆସନ୍ତି ଜହ୍ନ ତାରା ଆକାଶୁ ସେମାନଙ୍କ ମେଳରେ ସପନର ରାଜକୁମାରୀ ବୋଲି ଭାବେ ମୁଁ ନିଜକୁ ମନଭରି କଥାହୁଏ ତାଙ୍କ ସହିତ ବାଣ୍ଟେ ସେମାନକ ସାଥେ କିଛି ସ୍ମୃତି କିଛି ଅନୁଭୂତିକୁ ଆକାଶରେ କି କରନ୍ତି ବୋଲି ପଚାରି ବସେ ତାରା ମାନଙ୍କୁ ବିଛୁରନ୍ତି କେମିତି ସେଠାରେ ନିଜ ସ୍ଵଚ୍ଛ ଆଲୋକକୁ… ପୁଣି ମୁଁ ପଚାରେ ସେ ମନୁଆ ଜହ୍ନକୁ କେମିତି ସେ … Continue reading “ମନ ଅଗଣା”
