ଏମିତି ଅନେକ ଚଳଣି ଦରବ ପରିବେଶ ହଜିଲାଣି, ପରମ୍ପରା ଉତ୍ସ ସଂସ୍କୃତିର କଥା ଆଉ କେବେ ଫେରିବନି। ଢ଼ିଙ୍କି ଢ଼ିଙ୍କିଶାଳ ଗାଈଙ୍କ ଗୁହାଳ ବଳଦଙ୍କ ପଟାଶାଳ, ଅଗଣା ଚଉରା ଘୋରଣା ପେଷଣା ଚୌପିଢ଼ି କୋଡ଼ି ଲଙ୍ଗଳ। ଶଗଡ଼ ଜୁଆଳି ମଇ ହାତକୋଡ଼ି କୋଦାଳ ଫାଉଡା ଜୋତ, ଡାଲା ବାଉଁଶିଆ କୁଲା ବୋଝ ବେତା ଡୋଲୀ ରୋଦର ସହିତ। ଗାଁ ଦାଣ୍ଡ ଧୂଳି ଗହୀର ପୋଖରୀ ଭାଗବତ ଟୁଙ୍ଗି ଘର, ମାଟି ପିଣ୍ଡା ଚାଳ ଖଳା ସାରୁ ବାଡ଼ି … Continue reading “ସ୍ମୃତି”
ନାଚହେ ମୋର ପ୍ରିୟପ୍ରିୟାମାନେ ମଞ୍ଚ ହେବ ଧନ୍ୟ ତୁମ ସ୍ପର୍ଶରେ ପାଦରେ ଲୟ, ହୃଦୟରେ ସ୍ନେହ ଜଗତକୁ ଦେଖା ତୁମର ରଙ୍ଗ ଭୟକୁ ଦୂରେ ଛାଡ଼, ଆତ୍ମବିଶ୍ୱାସରେ ମୁହଁ ତୁମ ହସୁ ପ୍ରତ୍ୟେକ ତାଳେ ନୂତନ ସ୍ପର୍ଶ, ପ୍ରତ୍ୟେକ ଭାବରେ ଆଲୋକ ଝରୁ ତାଳରେ ମିଳୁ ସାହସ ଲୟରେ ହେଉ ସଂକଳ୍ପ ମନରେ ଯାହା ଭରିଥାଏ ସେଇଟା ହିଁ ହେଉ ସର୍ବଶ୍ରେଷ୍ଠ ଉପହାର ଜିତିବା କି ହାରିବା ସେଡ଼େ ବଡ଼ କଥା ନୁହେଁ କିନ୍ତୁ ନିଜର ସ୍ବପ୍ନକୁ … Continue reading “ନୃତ୍ୟର ଦୀପ୍ତି”
ପ୍ରିୟା ମଧୁମତୀ ପ୍ରେମର ଆଳତି ପ୍ରିୟା ପ୍ରୀତି ପୂଜା ଫୁଲ, ପ୍ରିୟା ରସବତୀ ଜୀବନର ବତୀ ପ୍ରୀତି ଯା ଅମୁଲ ମୁଲ.। ପ୍ରିୟାର ମଧୁର ଚନ୍ଦ୍ର ବଦନିର ଉପମା କେ ପାରେ ଦେଇ, ପ୍ରିୟା ଥିଲେ ପାଶେ ଅମୀୟ ପରଶେ ମନ ନେଉଥାଏ ମୋହି। ପ୍ରିୟା ତରୀ ତାରେ ପ୍ରିୟ ଏ ସଂସାରେ ଆସୁ ଯେତେ ଝଡ଼ ଝଞ୍ଜା, ପ୍ରିୟାର ଲପନ ମନର ଦର୍ପଣ ଅନୁପମେ ହୁଏ ସଜ୍ଜା। ପ୍ରିୟା ସ୍ମିତ ହାସ ଜୀବନ ପିୟୁଷ ମୃତମନ … Continue reading “ପ୍ରିୟା”
ପାଠଶାଳା ଅପରର ମନ ହୃଦୟ ବୁଝିବା ପାଇଁକି ସର୍ବଦା ଲୋଡ଼ା ଏକ ଭିନ୍ନ ମନ, ଯେଉଁ ମନେ ଥିବ ଆବେଗ ଆଶ୍ୱାସ ବିଶ୍ୱାସ ଅମୁଲ୍ୟ ଧନ, ହେଉ ପଛେ ନିରକ୍ଷର, ବିବେକ ବିଚାର ନ୍ୟାୟ ଥିଲେ ମନେ ଆଉ କିସ ଦରକାର। ସାକ୍ଷର ହୋଇକି ଏ ସବୁ ନ ଥିଲେ ଅମଣିଷ ପଶୁ ସିଏ, ଶିକ୍ଷିତ ହୋଇ ସେ ଡିଗ୍ରୀ ଯେତେ ଧରୁ ମୂଲ୍ୟ ନାହିଁ କାଣିଚାଏ, ମଣିଷର ମାନଦଣ୍ଡ, ଶିକ୍ଷାରେ ନ ଥାଏ ସଂସ୍କାରରେ ଥାଏ … Continue reading “ପାଠଶାଳା”
ଏମିତି ଅନେକଥର ହୁଏ ସୁନ୍ଦର ମନଟି କେମିତି କେଜାଣି ଭାଙ୍ଗି ଚୁରମାର ହୋଇଯାଏ କ୍ଷତବିକ୍ଷତ କରିପକାଏ ଆତ୍ମାକୁ ସେ ଯନ୍ତ୍ରଣା ତ ସହିବାକୁ ହୁଏ ପୁଣି ମନକୁ ସଜାଡି ନବାକୁ ହୁଏ। ଏମିତି ଅନେକଥର ଵି ହୁଏ ସ୍ବପ୍ନର ସପ୍ତରଙ୍ଗୀ ଇନ୍ଦ୍ରଧନୁ ହଜିଯାଏ କେଉଁ ଅଦିନିଆ ଘନକଳା ମେଘ ଆଢୁଆଳେ। ହଜିଥିବା ସ୍ବପ୍ନ ଖୋଜେ ଆମ ଗାଁ ନଈକୂଳ ଚହଲା ପାଣିରେ ଅବା ମଧୁଝରା ଜହ୍ନ ଆକାଶରେ। ଏମିତି ଵି ଅନେକଥର ହୁଏ ହଜିଲା ସ୍ବପ୍ନକୁ ପୁଣି … Continue reading “ଏମିତି ଅନେକ ଥର ହୁଏ”
ଖୋଜୁଛି ବୋଲି ମୁଁ ଅନ୍ତରେ ମୋହର କାହାକୁ ମୁଁ କହି ପାରେନା ଅପେକ୍ଷା ଭିତରେ ଅପେକ୍ଷା ସରୁଛି ସେବୁ ତୁମେ ଆଉ ଆସନା କେତେ ବି ଆସନ୍ତି କେତେ ବି ଯାଆନ୍ତି ବେପାର ପସରା ମେଲିଛି ସବୁ ଆପଣାର ଗରାଖ ଇଶ୍ଵର ତାଙ୍କୁ ମୁଁ ବିଶ୍ଵାସେ ନେଇଛି ମୂଲ ଚାଲ କରି ଗରାଖ ପିଅନ୍ତି ଲାଭ କ୍ଷତି କେବେ ଭାବିନି ଯେତିକି ମିଳିଲା ସେତିକିରେ ଖୁସି ମନ ଉଣା କେବେ କରିନି ଭାବେ ସେ ଗରାଖ ଘୋଡ଼ା … Continue reading “ବେପାର”
ତୁମେ ଯେତେ ଭରିଲ ମୋ ପାତ୍ରେ — ସେତିହିଁ ମୋର ହକ। ଅଧିକ ମାଗିବାର ଇଚ୍ଛା ଆଉ ମୋର ନାହିଁ। କାହିଁକିନା ଯାହା ଦେଲ, ସେତେ ଶିଖିଲି ମୁଁ, ଯାହା ନଦେଲ— ସେତେ ଭୁଲିବା ଶିଖିଲି ମୁଁ। ଏବେ ମୋ ହାତ ଖାଲି ହେଲେ ମଧ୍ୟ, ମନ ଭରିଛି ଅନୁଭବରେ। ଯେତେ ସ୍ଵପ୍ନ ମୋର ହାରିଗଲା ସେସବୁ ମୋ ଆତ୍ମାର ଆଲୋକ। ତେଣୁ ମୁଁ ଆଉ ମାଗିବି ନାହିଁ କିଛି, କେବଳ ଧନ୍ୟବାଦ ଦେଇ କହିବି — … Continue reading “ସମ୍ପୂର୍ଣ୍ଣତାର ଆଲୋକ”
ତୁମ ଚୌକି ଏବେ ଫାଙ୍କା ପଡ଼ିଛି ଚୌକି ପାଖକୁ ମୁଁ ସବୁଦିନ ଯାଏ ଶୁନ୍ୟ ଚଉକି ଚାହିଁ ଅନେକ ସମୟ କାନ୍ଦେ, ମୋ କାନ୍ଦରେ ସେ ଶୂନ୍ୟତା ପୁରେ ନାହିଁ ଏ କଥା ମୁଁ ଜାଣେ। ମୁଁ ତୁମର କିଏ ତା କେବେ ପଚାରି ନାହିଁ ନିଜକୁ ତୁମ କଥା ଭାବିଲେ ମୁଁ ପୂର୍ଣ୍ଣ ହୋଇଯାଏ ଫୁଲ ମହକରେ ମହକି ଯାଏ ମୋ ଅସୁସ୍ଥ ଆତ୍ମା। ଦାଣ୍ଡ ପଟେ ଶୁଭେ କିଏ ଜଣେ ଡାକିବା ପରି ତୁମ … Continue reading “ଝୁରାମନ ଝୁରେ ନୀତି”
ଭାଙ୍ଗିଯାଇଥିବା ମନର ବେଦନା ହଜିଯାଇଥିବା ସ୍ମୃତି, ଦୈବୀ କରୁଣାର ଅଣଦେଖା କରେ ବୁଝେନାହି ପ୍ରେମ ପ୍ରୀତି ll କାରଣ ନ ଥାଇ କାହା ପାଇଁ ଯଦି ଅପକର୍ମ କିଏ କରେ, ତା ଆଖିର ଲୁହ ଅନ୍ତରର କୋହ ଅଭିଶାପ ହୋଇ ଝରେ ll ସେହି ପୀଡ଼ିତର ଅଭିଶାପ ନିଶ୍ଚେ ଅବଶ୍ୟ ଫଳଇ ହେଳେ, କଲବଲ କରେ ଅଶାନ୍ତି ଅଣାଇ ଜୀବନକୁ ଦିନେ ଜାଳେ ll କାହାପାଇଁ ଯେବେ କରିଥିବ ଭଲ ସେବା କାର୍ପଣ୍ୟ ଗୁଣରେ, ପିତାମାତା ଗୁରୁ … Continue reading “ମନୁଷତ୍ତ୍ୱ”
ମନ ଇଛା ଦୁଇ ଅଲଗା ଅଲଗା ମନ ଥିଲେ ଇଛା ନାହିଁ, ମନ ସଦା ବଶ ଇନ୍ଦ୍ରିୟରେ ହୁଏ ଇଛା ପରିସ୍ଥିତି ନେଇ, ମନ ଇଛା ଯିଏ କରେ, ବିପଦ ତା ପିଛା କେବେ ଛାଡେନାହିଁ ଜିଇ ଥାଉ ଥାଉ ମରେ। ଏଣୁ ଏ ମଣିଷ ଜୀବନରେ ଯଦି କେବେ କିଛି ଇଛା କରେ, ପରିସ୍ଥିତି ନିଶ୍ଚେ ବାଧ୍ୟ କରୁଥାଏ ମନ ନ ଥାଏ ତହିଁରେ, ଅନେକ ପ୍ରକାର ଇଛା, ପୁରଣ ନ ହେବା ଦେଖା ଯାଇଥାଏ … Continue reading “ମନ ଇଛା”
