କୋଟିଵସ୍ତ୍ର

ଏକ ଗ୍ରାମ୍ୟ ମେଳଣ ପଡିଆରେ ହେଉଛି ଦୁରାଗତ କୌଣସି ଯାତ୍ରାଦଳ ଦ୍ୱାରା ଯାତ୍ରା ପରିବେଷଣ. ବାପାଙ୍କ ସହ ଯାତ୍ରା ଦେଖିବାକୁ ଯାଇଥିଲା ବାରବର୍ଷର ଝିଅ ଶ୍ରାବଣୀ। ମଞ୍ଚସ୍ଥ ହେଉଥିଲା ପୌରାଣିକ ନାଟକ ମହାଭାରତ। ପ୍ରଥମେ ରେକର୍ଡ ଡ୍ୟାନ୍ସ। ତାପରେ ଶକୁନିର ପଶା ଖେଳ ପାଣ୍ଡବଙ୍କ ସହ। ତାପରେ.. ତାପରେ… ନାଟକ ଚାଲିଛି. କେତେବେଳେ ଝିଅଟିର ଆଖିକୁ ନିଦ ଆସିଯାଇଛି,ବାପାଙ୍କ କୋଳରେ ମୁଣ୍ଡ ରଖି ଶୋଇଯାଇଛି। କିଛିସମୟ ପରେ ଆଖିଖୋଲିଲା ବେଳକୁ ନାଟକ ଚାଲିଛି ଦ୍ରୌପଦୀ ବସ୍ତ୍ରହରଣ। ଦୁଃଶାସନ … Continue reading “କୋଟିଵସ୍ତ୍ର”

ଏମିତି ଅନେକ ଥର ହୁଏ

ଏମିତି ଅନେକଥର ହୁଏ ସୁନ୍ଦର ମନଟି କେମିତି କେଜାଣି ଭାଙ୍ଗି ଚୁରମାର ହୋଇଯାଏ କ୍ଷତବିକ୍ଷତ କରିପକାଏ ଆତ୍ମାକୁ ସେ ଯନ୍ତ୍ରଣା ତ ସହିବାକୁ ହୁଏ ପୁଣି ମନକୁ ସଜାଡି ନବାକୁ ହୁଏ। ଏମିତି ଅନେକଥର ଵି ହୁଏ ସ୍ବପ୍ନର ସପ୍ତରଙ୍ଗୀ ଇନ୍ଦ୍ରଧନୁ ହଜିଯାଏ କେଉଁ ଅଦିନିଆ ଘନକଳା ମେଘ ଆଢୁଆଳେ। ହଜିଥିବା ସ୍ବପ୍ନ ଖୋଜେ ଆମ ଗାଁ ନଈକୂଳ ଚହଲା ପାଣିରେ ଅବା ମଧୁଝରା ଜହ୍ନ ଆକାଶରେ। ଏମିତି ଵି ଅନେକଥର ହୁଏ ହଜିଲା ସ୍ବପ୍ନକୁ ପୁଣି … Continue reading “ଏମିତି ଅନେକ ଥର ହୁଏ”

ବେପାର

ଖୋଜୁଛି ବୋଲି ମୁଁ ଅନ୍ତରେ ମୋହର କାହାକୁ ମୁଁ କହି ପାରେନା ଅପେକ୍ଷା ଭିତରେ ଅପେକ୍ଷା ସରୁଛି ସେବୁ ତୁମେ ଆଉ ଆସନା କେତେ ବି ଆସନ୍ତି କେତେ ବି ଯାଆନ୍ତି ବେପାର ପସରା ମେଲିଛି ସବୁ ଆପଣାର ଗରାଖ ଇଶ୍ଵର ତାଙ୍କୁ ମୁଁ ବିଶ୍ଵାସେ ନେଇଛି ମୂଲ ଚାଲ କରି ଗରାଖ ପିଅନ୍ତି ଲାଭ କ୍ଷତି କେବେ ଭାବିନି ଯେତିକି ମିଳିଲା ସେତିକିରେ ଖୁସି ମନ ଉଣା କେବେ କରିନି ଭାବେ ସେ ଗରାଖ ଘୋଡ଼ା … Continue reading “ବେପାର”

ସମ୍ପୂର୍ଣ୍ଣତାର ଆଲୋକ

ତୁମେ ଯେତେ ଭରିଲ ମୋ ପାତ୍ରେ — ସେତିହିଁ ମୋର ହକ। ଅଧିକ ମାଗିବାର ଇଚ୍ଛା ଆଉ ମୋର ନାହିଁ। କାହିଁକିନା ଯାହା ଦେଲ, ସେତେ ଶିଖିଲି ମୁଁ, ଯାହା ନଦେଲ— ସେତେ ଭୁଲିବା ଶିଖିଲି ମୁଁ। ଏବେ ମୋ ହାତ ଖାଲି ହେଲେ ମଧ୍ୟ, ମନ ଭରିଛି ଅନୁଭବରେ। ଯେତେ ସ୍ଵପ୍ନ ମୋର ହାରିଗଲା ସେସବୁ ମୋ ଆତ୍ମାର ଆଲୋକ। ତେଣୁ ମୁଁ ଆଉ ମାଗିବି ନାହିଁ କିଛି, କେବଳ ଧନ୍ୟବାଦ ଦେଇ କହିବି — … Continue reading “ସମ୍ପୂର୍ଣ୍ଣତାର ଆଲୋକ”

ଝୁରାମନ ଝୁରେ ନୀତି

ତୁମ ଚୌକି ଏବେ ଫାଙ୍କା ପଡ଼ିଛି ଚୌକି ପାଖକୁ ମୁଁ ସବୁଦିନ ଯାଏ ଶୁନ୍ୟ ଚଉକି ଚାହିଁ ଅନେକ ସମୟ କାନ୍ଦେ, ମୋ କାନ୍ଦରେ ସେ ଶୂନ୍ୟତା ପୁରେ ନାହିଁ ଏ କଥା ମୁଁ ଜାଣେ। ମୁଁ ତୁମର କିଏ ତା କେବେ ପଚାରି ନାହିଁ ନିଜକୁ ତୁମ କଥା ଭାବିଲେ ମୁଁ ପୂର୍ଣ୍ଣ ହୋଇଯାଏ ଫୁଲ ମହକରେ ମହକି ଯାଏ ମୋ ଅସୁସ୍ଥ ଆତ୍ମା। ଦାଣ୍ଡ ପଟେ ଶୁଭେ କିଏ ଜଣେ ଡାକିବା ପରି ତୁମ … Continue reading “ଝୁରାମନ ଝୁରେ ନୀତି”

ପ୍ରଭୁ ତୁମେ ମୋ ପଥ

ଦିନ ଯାଉଛି, ରାତି ଯାଉଛି, ସମୟ ସରି ଯାଉଛି ଶାନ୍ତ ଭାବେ ମୋ ହୃଦୟ ଭିତରେ ନୀରବ ଆକୁଳତା, ତୁମ ପାଇଁ ଜାଗୁଛି ଅଜଣା ତୀବ୍ର ଭାବେ। ପ୍ରଭୁ , ମୁଁ ହାରିଗଲି ନିଜେ, ମୋ ଅଭିମାନେ ଢାକିଦେଲି ତୁମ ମୁହେଁ । ଆଜି ମୁଁ ଆସିଛି ନମ୍ର ହୃଦୟ ନେଇ, ତୁମ ଚରଣେ ମୋ ଆତ୍ମା ଦେଉଛି ରଖି। ମୋ ଚେତନା ଯେ ଆଜି ଧୂଳିସାତ, ତାହାକୁ ତୁମ ଦୟାରେ ପବିତ୍ର କର। ତୁମ ନାମ … Continue reading “ପ୍ରଭୁ ତୁମେ ମୋ ପଥ”

ତୁମେ ମୋ ପ୍ରଭୁ ମୋ ପଥ

ଦିନ ଯାଉଛି, ରାତି ଯାଉଛି, ସମୟ ସରି ଯାଉଛି ଶାନ୍ତ ଭାବେ ମୋ ହୃଦୟ ଭିତରେ ନୀରବ ଆକୁଳତା, ତୁମ ପାଇଁ ଜାଗୁଛି ଅଜଣା ତୀବ୍ର ଭାବେ। ହେ ପ୍ରଭୁ, ମୁଁ ହାରିଗଲି ନିଜେ, ମୋ ଅଭିମାନେ ଢାକିଦେଲି ତୁମ ମୁହଁ। ଆଜି ମୁଁ ଆସିଛି ନମ୍ର ହୃଦୟ ନେଇ, ତୁମ ଚରଣେ ମୋ ଆତ୍ମା ଦେଉଛି ରଖି। ମୋ ଚେତନା ଯେ ଆଜି ଧୂଳିସାତ, ତାହାକୁ ତୁମ ଦୟାରେ ପବିତ୍ର କର। ତୁମ ନାମ ହେଉ … Continue reading “ତୁମେ ମୋ ପ୍ରଭୁ ମୋ ପଥ”

ପ୍ରେମିକା ମୋ ଫେରିଗଲା

ମୁଁ ପ୍ରେମ କଲି ଯାହାକୁ, ତା ମନ ପ୍ରାଣ ହୃଦୟ ଆକାଶକୁ ଉଡିଗଲା । ଖୋଜିଲି ଏବେବି ଖୋଜୁଛି ତା ହସରେ ଥିଲା ଜୀବନର ସୁଗନ୍ଧ, ତା ଚାହାଣିରେ ଥିଲା ଶାନ୍ତି ଓ ଆଶା । ସେ ଥିଲା ମୋ ପ୍ରଭାତର ଆଲୋକ । ପ୍ରତିଦିନ ତା ସହିତ ହେଲା ନୂଆ ଜନ୍ମ, ସେ ହସିଲେ — ମୋ ମନରେ ଫୁଲ ଫୁଟିଲା, ସେ ଚୁପ୍ ରହିଲେ — ମୋ ରାତି ଅନ୍ଧକାର ହେଲା, ସେ ଅଛି … Continue reading “ପ୍ରେମିକା ମୋ ଫେରିଗଲା”

ବିରଞ୍ଚି

ବିରଞ୍ଚି ମୋ ସାଙ୍ଗ, ସ୍କୁଲରେ ଆମେ ଏକା କ୍ଲାସରେ ପଢ଼ୁଥିଲୁ । ସେ ପ୍ରତିଦିନ ଡେରିରେ କ୍ଲାସକୁ ଆସୁଥିଲା, ପାଠ ହେଉ ନଥିଲା ତାର, ମାନସାଙ୍କ ପଚରା ହେଲେ ସେ ଏମିତି ହୋଇ ଝରକା ବାହାରକୁ ଚାହିଁ ରହୁଥିଲା ଯେ, ତାକୁ ଦେଖି ଆମକୁ ବହୁତ କଷ୍ଟ ହେଉଥିଲା । ଶିକ୍ଷକ ଆମକୁ ଜୀବନର ଲକ୍ଷ୍ୟ ପଚାରିଲେ, ଆମେ କେହି ଶିକ୍ଷକ ହେବାକୁ ଚାହୁଁଥିଲୁ । କେହି ଡାକ୍ତର, କେହି ଓକିଲ । କିନ୍ତୁ ବିରଞ୍ଚି ସେସବୁ … Continue reading “ବିରଞ୍ଚି”

ଧନତେରସ ଓ ଜୀବନର ମୂଲ୍ୟବୋଧ

ଜୀବନରେ କେତେକ ଦିନ ଏମିତି ଥାଏ ଯେଉଁଥିରେ ଆମେ କେବଳ ପର୍ବ ପାଳନ କରୁନାହୁଁ, ବରଂ ଏକ ଗଭୀର ସନ୍ଦେଶ ନେଇ ଚିନ୍ତା କରିଥାଉ । ଧନତେରସ ସେହି ଦିନଗୁଡିକ ମଧ୍ୟରୁ ଗୋଟିଏ । ଏହି ଦିନ ଆମକୁ ଶିଖାଏ କିପରି ଜୀବନରେ ଧନ ଓ ମୂଲ୍ୟବୋଧର ସମତୁଳନ ରଖି ଆମେ ଆତ୍ମିକ ଓ ଆର୍ଥିକ ଭାବେ ସଫଳ ହୋଇପାରିବା । ଧନତେରସ ଶବ୍ଦର ଅର୍ଥ — “ଧନ” ଅର୍ଥାତ ସମ୍ପଦ ଓ “ତେରସ” ଅର୍ଥାତ ତ୍ରୟୋଦଶୀ … Continue reading “ଧନତେରସ ଓ ଜୀବନର ମୂଲ୍ୟବୋଧ”