ଡିସେମ୍ବରର କୌଣସି ଏକ ଶୀତରାତି, କମ୍ବଳତଳେ ଜାକିଜୁକି ହୋଇ ଶୋଇଯାଇଛି ସାରା ଭୁବନେଶ୍ୱର ସହର। ହେଲେ ନିର୍ଦ୍ଧିଷ୍ଟ ଏକ ଚୌକି ଉପରେ କେହିଜଣେ ବସି ରହିଛି— ଏତେ ରାତିଯାଏ। ସାରାଦେହେ ଶୀତର ପୋଷାକ, ରାତ୍ରିଜଗୁଆଳି ହ୍ୱିସିଲ୍ ମାରି ଜଗାଇ ଦେଲାଣି ରାତିର ବୟସ ବାହାର କୃଷ୍ଣଚୁଡ଼ା ଡାଳେ ବସି ରାବୁଥିଲା କୋଉ ଏକ ରାତିପକ୍ଷୀ। ରାତିର ବୟସ ବଢ଼ୁଥିଲା ଶ୍ରାବଣର ନଈ ପରି—ଧୀରେଧୀରେ। ଭୟର ହୃଦୟେ, ମନର ଅଶାରେ ବାରମ୍ବାର ଚାହୁଁଥିଲା ହାତ ଘଡିକୁ। କିଏ ଜଣେ … Continue reading “ଶୀତ ରାତିରେ”
ଡିସେମ୍ବରର କୌଣସି ଏକ ଶୀତରାତି, କମ୍ବଳତଳେ ଜାକିଜୁକି ହୋଇ ଶୋଇଯାଇଛି ସାରା ଭୁବନେଶ୍ୱର ସହର। ହେଲେ ନିର୍ଦ୍ଧିଷ୍ଟ ଏକ ଚୌକି ଉପରେ କେହିଜଣେ ବସି ରହିଛି— ଏତେ ରାତିଯାଏ। ସାରାଦେହେ ଶୀତର ପୋଷାକ, ରାତ୍ରିଜଗୁଆଳି ହ୍ୱିସିଲ୍ ମାରି ଜଗାଇ ଦେଲାଣି ରାତିର ବୟସ ବାହାର କୃଷ୍ଣଚୁଡ଼ା ଡାଳେ ବସି ରାବୁଥିଲା କୋଉ ଏକ ରାତିପକ୍ଷୀ। ରାତିର ବୟସ ବଢ଼ୁଥିଲା ଶ୍ରାବଣର ନଈ ପରି—ଧୀରେଧୀରେ। ଭୟର ହୃଦୟେ, ମନର ଅଶାରେ ବାରମ୍ବାର ଚାହୁଁଥିଲା ହାତ ଘଡିକୁ। କିଏ ଜଣେ … Continue reading “ଶୀତ ରାତିରେ”
ସ୍ମୃତି ରୁପାଜନ୍ହ ନୁହେଁ, ସେ ତ ଆଲୋକରେ ଦେଖାଯାଉଥିବା ଅନ୍ଧାରର ଜ୍ଞାନ। ଜୀବନର ଘନ ନୀଳ ଆକାଶ ନା ସେ ମୋର, ନା ସେ ଆକାଶରେ ଉଠୁଥିବା ଆଲୋକର— ସେ ତ ମାତ୍ର ଦୃଶ୍ୟ ଓ ଦ୍ରଷ୍ଟାର ମଧ୍ୟବର୍ତ୍ତୀ ଭ୍ରମ। ଶୁନ୍ୟ ଜୀବନପାତ୍ର ବୋଲି କିଛି ନାହିଁ— ପାତ୍ର ମଧ୍ୟ ଆକାଶ, ଶୂନ୍ୟତା ମଧ୍ୟ ପୂର୍ଣ୍ଣ। ସ୍ମୃତି ଭରେନାହିଁ, ସେ କେବଳ ଆବରଣ ହଟାଇଦିଏ। କେବେ ଯାହାକୁ ମୁଁ କଳଙ୍କ ବୋଲି ଭାବିଥିଲି, ସେ ତ ଅଜ୍ଞାନର … Continue reading “ସ୍ମୃତି : ସାକ୍ଷୀର ଆଲୋକ”
ସେଦିନ ମହାନଦୀ କୂଳେ ସନ୍ଧ୍ୟା ଆସୁଥିଲା ଧୀରେ ଧୀରେ, ନଈର ପାଣି ଉପରେ ସୂର୍ଯ୍ୟ ତୁମ ମୁହଁରେ ରଙ୍ଗ ବୋଳିଥିଲା ଠିକ ରକ୍ତିମାର ରଙ୍ଗ । ଆମେ ଦୁହେଁ ବସିଥିଲେ, ହସୁଥିଲେ ନୀରବତାକୁ ହସାଇବା ପାଇଁ , ହାତରେ ଛୋଟ ଛୋଟ ଗୋଡି ଆଉ ମନରେ ଅକୁହା କଥା । ଗୋଡି ଫିଙ୍ଗୁଥିଲେ ନଈ ପାଣିକୁ, ଚାହାଁଣୀରେ ଚାହାଁଣୀ ମିଶାଇ ମାପୁଥିଲେ — କାହା ସ୍ୱପ୍ନ କେତେ ଦୂର ଯାଉଛି । ସବୁବେଳେ ମୋ ଗୋଡି ଯାଉଥିଲା … Continue reading “ମହାନଦୀ କୂଳେ ସନ୍ଧ୍ୟା”
ବିରଞ୍ଚିନାରାୟଣ ମିଶ୍ର ମନେ ପଡ଼େ ସେଇ ଦିନ, ଯେବେ ଆମେ ସାଗର କୂଳରେ ଛୋଟ ବାଲିଘର ତୋଳୁଥିଲେ ବେପରୁଆ ହୋଇ , ମନରେ ଥିଲା ବାଲ୍ୟ ଚଞ୍ଚଳତା ଆଖିରେ ଥିଲା ଅସରନ୍ତି ଆଶା। ଶାମୁକା ଗୋଟାଇ ଗଢୁଥିଲେ ସ୍ୱପ୍ନର ବାଲିଘର। ସାକ୍ଷୀ ଥିଲା ଆମ ପଦଚିହ୍ନ, ମନ ଉଡୁଥିଲା ଅଜଣା କାହାଣୀର ପକ୍ଷୀରାଜ ଘୋଡା ପରି। ପରେ — ଯୁବକ ସୁଲଭତାର ବର୍ଣ୍ଣ ଆସିଗଲା ଜୀବନେ, ପ୍ରେମିକ ପ୍ରେମିକା ସାଜି ସମୁଦ୍ରକୁ ଛୁଇଁ ଚାଲୂଥିଲେ ହାତ ଧରାଧରି … Continue reading “ସମୁଦ୍ରର ବୟସ”
ବିରଞ୍ଚିନାରାୟଣ ମିଶ୍ର ଯୋଉଁ ଦିନ ତୁ ମୋ ହାତ ଛାଡ଼ି ଚାଲିଗଲୂ , ମୁଁ ଭାବିଥିଲି—ତୁ ଦିନେ ପୁଣି ଫେରିଆସିବୁ। ସେବେଠୁ ଅପେକ୍ଷା କରିଛି । ମୋ ଆଖି ଲୁହ ଶୁଖିଗଲାଣି, ମନ ମରିଗଲାଣି । ଏଇ ନୀରବ ଘରର କାନ୍ଥରେ ସୁନା ଦିନମାନଙ୍କର ଛବି ଝୁଲୁଅଛି । ଯାହାକୁ ମୁଁ କୋଳରେ ଧରି ଭବିଷ୍ୟତର ସ୍ଵପ୍ନ ଦେଖୁଥିଲି, ସେଇ ଆଜି ମୋ ମନର ସବୁ ସ୍ମୃତିକୁ ଧୂଳିରେ ଲେଖି ଦେଇଛି ଜୀବନର ହିସାବ ବହିରେ ଅନେକ … Continue reading “ଅପେକ୍ଷାର ଶେଷ ଦ୍ୱାର”
ବିରଞ୍ଚିନାରାୟଣ ମିଶ୍ର ତୁମ ନୀରବ ଚାହାଣିରେ ଲୁଚିଥାଏ ଅଜଣା ବାଟର ଆଲୋକ, ଏକ ସ୍ପର୍ଶହୀନ ସ୍ପନ୍ଦନ ମନର ଅନ୍ଧାରକୁ ଅଦୃଶ୍ୟ ସ୍ପର୍ଶରେ ଶୁଣାଇ ଯାଏ ଗାଇ ପ୍ରୀତିର ରାଗିଣୀ । ଅସ୍ପଷ୍ଟ ଗତିରେ ଉଡିଯାଉଥିବା ସ୍ମୃତିର ପତଙ୍ଗ – ତୁମ ନାଁ ର ପବନକୁ ଛୁଁଇ ଏମିତି ଉଡେଯେ — ଯେଉଁଠି ପତନରେ ଥାଏ ଏକ ମଧୁର ଭରସା। ତୁମ ପ୍ରେମ ଘୋଡାଇ ଦିଏ ମନର ମେଘକୁ କଅଁଳ ପଣତ ତଳେ । ନୀରବ ଆଲୋକ ଜଳି … Continue reading “ଅପରିଚିତ ପ୍ରେମର ଦିନଲିପି”
ବିରଞ୍ଚିନାରାୟଣ ମିଶ୍ର ଆଜି ରାତିର ଶାନ୍ତ ପବନ କାହିଁକି ତୁମ ନାମକୁ ଧରି ମୋତେ ଏତେ ବ୍ୟସ୍ତ କରୁଛି ? ଆଖିମୋ ସେ ପବନ ଛୁଆଁରେ ବୁଜି ହୋଇ ଯାଉଛି ଏ ମନ ତୁମକୁ ଭାବିଭାବି ସାରାରାତି ଚାହିଁ ରହୁଛି। ଆସହେ ପ୍ରିୟା ମୋର, ମୋ ପାଖକୁ ଥରେ ଆସ, ଏଇ ନୀରବ ରାତି ତୁମର ପାଦର ପାଉଁଜି ଶବ୍ଦରେ ହୃଦୟ ମୋ କମ୍ପି ଯାଉଛି। ତୁମ ମୁହଁଟିକୁ ଦେଖିଦେଲେ ମୋ ଭିତରେ ଶାନ୍ତି ନିର୍ବାଣ ପାଇ … Continue reading “ରାତିର ସ୍ନେହର ପରଷ”
ଆଜିର ଅପ୍ରିୟ ସତ କଥା ହେଲା ସତ କଥା କହିବନି, ନ ଦେଖିଲା ଓଉ ଛ ଫଡା କହିଲେ ତୁମେ ଅଟ ବଡ଼ ଜ୍ଞାନୀ । ଅଳପ ଜାଣିକି ବହୁ ବଖାଣିଲେ ତୁମେ ବଡ଼ ପ୍ରବାଚକ, ଖଣ୍ଡିଆ ଗୀତକୁ ରଙ୍କ ପଣ୍ଡିତ ସେ କଳିଯୁଗ ଧର୍ମ ବକ । ମାଗିଲେ କେଉଁଠି ଜ୍ଞାନ ମିଳେ ନାହିଁ ଜାଚି କରି ମିଳେ ତାହା, ବଡ଼ ବଡ଼ କରି ଫଳକ ଝୁଲେଇ ମଣ୍ଡପରେ ମିଳେ ଯାହା । ଆଜିକାଲି ଦାନ … Continue reading “ଅପ୍ରିୟ”
“ମୋର ଇଛା ଯାହା, ମୁଁ ତା କରିବି”—ଏହା ଠିକ, କିନ୍ତୁ… ଜୀବନରେ ନିଜର ମନମାନି କାମ କରିବା ଖରାପ କଥା ନୁହେଁ। କିନ୍ତୁ ଏକ ଛୋଟ ସତ୍ୟ ଅଛି — ଆମେ ଯାହା ଆମ ପାଇଁ ଠିକ ଭାବୁ, ସେ ଅନ୍ୟମାନଙ୍କ ପାଇଁ ସେହି ପରି ଠିକ ଲାଗେନି। ଏହାର ଅର୍ଥ ଏମିତି ନୁହେଁ ଯେ ଆପଣ ଭୁଲ; ଏହାର ଅର୍ଥ ଏତିକି — ଅନ୍ୟମାନଙ୍କ ଆଶା ଆପଣଙ୍କ ଭାବନା ସହିତ ମେଳ ଖାଉନି। ଆପଣ କହୁଛନ୍ତି— … Continue reading “ମନ ଇଛା ଓ ଜୀବନ”
